সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ବିଶେଷକରି ପ୍ରାକୃତିକ ଏବଂ ଲମ୍ବା ଚୌଡ଼ା ଜଳାଶୟ
উদাহরণ : ସେ ଜଳାଶୟରେ ଗାଧୋଉଛି
সমার্থক : ଜଳାଶୟ, ସରୋବର
অন্যান্য ভাষায় অনুবাদ :हिन्दी English
लम्बा-चौड़ा जलाशय विशेषकर प्राकृतिक।
A body of (usually fresh) water surrounded by land.
অর্থ : ଅଧିକ ସମୟ ପର୍ଯ୍ୟନ୍ତ ଗରମ କରାଯାଉଥିବା ଦୁଧ ଉପରେ ଜମା ହେଉଥିବା ସାର ଅଂଶ
উদাহরণ : ବିଲେଇ ସବୁ ସର ଖାଇ ଗଲା
সমার্থক : ମଲେଇ
देर तक गरम किए हुए दूध के ऊपर जमा हुआ सार भाग।
The part of milk containing the butterfat.
অর্থ : ଯେଊଁ ଗଡ଼ିଆ ବା ଜଳଭଣ୍ଡାରର ଆକାର ଛୋଟ
উদাহরণ : ସେ ପୋଖରୀରୁ ମାଛ ଧରୁଛି
সমার্থক : ପୁଷ୍କରିଣୀ, ପୋଖରୀ, ସରସୀ, ସରୋବର
वह तालाब या पोखर जो आकार में छोटा हो।
A small lake.
অর্থ : କ୍ଷୀର କିମ୍ବା ଦହି ଉପରେ ଜମୁଥିବା ସ୍ତର
উদাহরণ : ଗରମ କ୍ଷୀର ଉପରେ ମୋଟା ସର ପଡ଼ିଛି
ইনস্টল