অর্থ : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା
উদাহরণ :
ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
সমার্থক : ବେଳ
অন্যান্য ভাষায় অনুবাদ :
A period of time considered as a resource under your control and sufficient to accomplish something.
Take time to smell the roses.অর্থ : ଏକ ଅନିଶ୍ଚିତ କାଳ
উদাহরণ :
ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
অন্যান্য ভাষায় অনুবাদ :
An indefinite period (usually marked by specific attributes or activities).
The time of year for planting.অর্থ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
উদাহরণ :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
সমার্থক : ଅବସର, କାଳ, ଦିନ, ବେଳା, ଯୁଗ
অন্যান্য ভাষায় অনুবাদ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.অর্থ : ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ
উদাহরণ :
ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
অন্যান্য ভাষায় অনুবাদ :
অর্থ : ବହୁତ ଅଧିକ ସମୟ
উদাহরণ :
ଅପେକ୍ଷାରେ ତାଙ୍କର ଦିନ ସରିଗଲା
অন্যান্য ভাষায় অনুবাদ :
অর্থ : ଯେଉଁ ସମୟ ମଧ୍ୟରେ କୌଣସି ବ୍ୟକ୍ତିର ଜୀବନକାଳ ଅନ୍ତର୍ଭୁକ୍ତ
উদাহরণ :
ରାଜାଙ୍କ ଅନ୍ତିମ ସମୟ ବହୁତ କଷ୍ଟପ୍ରଦ ଥିଲା
অন্যান্য ভাষায় অনুবাদ :
অর্থ : ଅନୁଭବରେ ସର୍ବଦା ବୁଡ଼ି ରହିବାର ଭାବ ଯେଉଁଥିରେ ଘଟଣା ବର୍ତ୍ତମାନ ଜରିଆରେ ଭବିଷ୍ୟତରୁ ଅତୀତକୁ ଯାଏ
উদাহরণ :
ତାଙ୍କର ଏମାସପରେ ଭଲ ସମୟ ଆସିବ
অন্যান্য ভাষায় অনুবাদ :
The continuum of experience in which events pass from the future through the present to the past.
He waited for along time.অর্থ : ବର୍ଷର ଯେଉଁ ସମୟାବଧି କୌଣସି ବିଶେଷ କ୍ଷେତ୍ରରେ କିଛି ବିଶେଷ ଘଟଣା ବା କାମପାଇଁ ଚିହ୍ନିତ
উদাহরণ :
ହୋଲି ବେଳ ଆସୁଛି
অন্যান্য ভাষায় অনুবাদ :
A period of the year marked by special events or activities in some field.
He celebrated his 10th season with the ballet company.অর্থ : କାହାରିକୁ ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ବା ଆପଣା ଦାୟିତ୍ୱ ପୁରା କରିବା ନିମନ୍ତେ ମିଳୁଥିବା ସମୟ
উদাহরণ :
ଋଣ ଦାଖଲ କରିବା ନିମନ୍ତେ ଆପଣଙ୍କୁ ଚାରି ଦିନର ମହଲତ ଦିଆଯାଉଛି
সমার্থক : ମହଲତ
অন্যান্য ভাষায় অনুবাদ :