অর্থ : ମିଶିବାର କ୍ରିୟା
উদাহরণ :
କେତେକ ଔଷଧର ସମ୍ମିଶ୍ରଣରେ ଚ୍ୟବନପ୍ରାଶ ତିଆରିହୁଏ
অর্থ : ଯେଉଁ ପ୍ରକ୍ରିୟାଦ୍ୱାରା ଦୁଇ ବା ତହିଁରୁ ଅଧିକ ବସ୍ତୁ ଏକତ୍ରିତ ହୋଇପାରେ
উদাহরণ :
ବୈଦ୍ୟ ଔଷଧଗୁଡ଼ିକୁ ମିଶ୍ରଣ କରୁଥିଲେ
অন্যান্য ভাষায় অনুবাদ :
অর্থ : ଔଷଧ ତିଆରି କରିବାପାଇଁ କେତେଗୁଡ଼ିଏ ଔଷଧକୁ ଗୋଟିକରେ ମିଶାଇବାର ପ୍ରକ୍ରିୟା
উদাহরণ :
ବୈଦ୍ୟ ସମ୍ମିଶ୍ରଣ ତିଆରି କରୁଥିଲେ
অন্যান্য ভাষায় অনুবাদ :
औषध तैयार करने के लिए कई औषधियों को एक में मिलाने की क्रिया।
उस समय वैद्यजी सम्मिश्रण में लगे थे।The act of mixing together.
Paste made by a mix of flour and water.অর্থ : କୌଣସି ରାଜ୍ୟ ବା ଅଞ୍ଚଳର ଆଖପାଖ ସରକାରୀ ଅଥବା ଅନ୍ୟ ବଡ଼ ରାଷ୍ଟ୍ର ବା ରାଜ୍ୟ ସହିତ ମିଶି ଏକତ୍ର ହୋଇଯିବା ପ୍ରକ୍ରିୟା
উদাহরণ :
ସ୍ୱାଧୀନ ଭାରତରେ ଅନେକ ରାଜ୍ୟର ମିଶ୍ରଣ ହୋଇଥିଲା
সমার্থক : ମିଶ୍ରଣ
অন্যান্য ভাষায় অনুবাদ :
The act of joining together as one.
The merging of the two groups occurred quickly.