অর্থ : ଏହା ଦେଖିବା ଯେ କୌଣସି ବସ୍ତୁ ଠିକ୍ ଅଛି କି ନାହିଁ
উদাহরণ :
ନିଜର ଲୁଗା ସମ୍ଭାଳ
সমার্থক : ସଜାଡ଼ିବା
অন্যান্য ভাষায় অনুবাদ :
অর্থ : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
উদাহরণ :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
সমার্থক : ଦାୟିତ୍ୱନେବା, ଦେଖିବା, ଯତ୍ନନେବା
অন্যান্য ভাষায় অনুবাদ :
किसी व्यक्ति या वस्तु आदि का ध्यान रखना।
मेरी बहू अब नौकरी छोड़कर बच्चों तथा घर को सँभालती है।অর্থ : ସଂଯତ କରି ଆୟତ୍ତରେ ରଖିବା
উদাহরণ :
ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
সমার্থক : କାବୁ କରିବା, ବଶ କରିବା, ସଂଯତ କରିବା
অন্যান্য ভাষায় অনুবাদ :
অর্থ : ଖରାପ ଦଶାରେ ଗତି କରିବାରୁ ରୋକିବା
উদাহরণ :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
সমার্থক : ସୁରକ୍ଷିତ ରଖିବା
অন্যান্য ভাষায় অনুবাদ :
बुरी दशा में जाने से रोकना।
बहू यह कंगन हमारे पुरखों की निशानी है अब इसे तुम सँभालो।Keep in safety and protect from harm, decay, loss, or destruction.
We preserve these archeological findings.অর্থ : କୌଣସି ବୋଝ ଆଦିକୁ ଥୋଇବା
উদাহরণ :
ନୂଆ ବୋହୂଦ୍ୱାରା ଘର ସମ୍ଭଳା ହବା କଷ୍ଟକର
সমার্থক : ସମ୍ଭଳା ଯିବା, ସମ୍ଭଳା ହବା
অন্যান্য ভাষায় অনুবাদ :
অর্থ : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
উদাহরণ :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
অন্যান্য ভাষায় অনুবাদ :
Bear or be able to bear the weight, pressure,or responsibility of.
His efforts carried the entire project.অর্থ : ନିଜ ଉପରକୁ କୌଣସି କାମର ଦାୟିତ୍ୱ ନେବା
উদাহরণ :
ସେ ନିଜ ପିତାଙ୍କ କାରବାର ଭଲ ଭାବରେ ସମ୍ଭାଳିଛି
অন্যান্য ভাষায় অনুবাদ :
অর্থ : କୌଣସି ମନୋବେଗକୁ ରୋକିବା
উদাহরণ :
ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
সমার্থক : ଆୟତ୍ତ କରିବା, ସଂଯତ କରିବା, ସହିବା, ସ୍ଥିର ରହିବା
অন্যান্য ভাষায় অনুবাদ :