অর্থ : କୌଣସି ବସ୍ତୁ ,ପରିସ୍ଥିତି ଆଦିକୁ ଧରିବା ବା ବ୍ୟବହାର କରିବାଯୋଗ୍ୟ କରାଇବା କ୍ରିୟା
উদাহরণ :
ରାସ୍ତା ପାରି କରିବା ସମୟରେ ରାହୁଳ ଗାଡ଼ି ଅସୁବିଧା ପରିସ୍ଥିତିକୁ ଆସିଲା
সমার্থক : ଅସୁବିଧା
অন্যান্য ভাষায় অনুবাদ :
অর্থ : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
উদাহরণ :
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
সমার্থক : ଅରିଷ୍ଟ, ଆପଦ, କଷ୍ଟ, ବିପଦ, ସଂକଟ
অন্যান্য ভাষায় অনুবাদ :
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
संकट में दिमाग काम करना बंद कर देता है।An unstable situation of extreme danger or difficulty.
They went bankrupt during the economic crisis.অর্থ : କୌଣସି ଅଡ଼ୁଆକଥା ବା ବିଶେଷତଃ ଖରାପ କାମ ଯାହାକୁ ବୁଝାଇବା ବା କରିବା କଠିନ ହୋଇଥାଏ
উদাহরণ :
ମୁଁ କିଭଳି ଗୋଲକ ଧନ୍ଦାରେ ପଡ଼ିଯାଇଛି
সমার্থক : ଗୋଲକ ଧନ୍ଦା
অন্যান্য ভাষায় অনুবাদ :
बहुत उलझन की कोई बात या काम जिसे समझना या करना कठिन हो, विशेषकर गलत काम।
मैं किस गोरखधंधे में फँस गया हूँ।অর্থ : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
উদাহরণ :
ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
সমার্থক : ଦୂରୁହ ବିଷୟ, ପ୍ରଶ୍ନ, ସଙ୍କଟ
অন্যান্য ভাষায় অনুবাদ :