অর্থ : କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍ ବୋଲି ନିଜର ସ୍ୱୀକୃତି ଦେବା
উদাহরণ :
ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ
সমার্থক : ଅନୁମୋଦନ
অন্যান্য ভাষায় অনুবাদ :
The act of providing approval and support.
His vigorous backing of the conservatives got him in trouble with progressives.অর্থ : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
উদাহরণ :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
সমার্থক : ତାକତ୍, ପାରିବାପଣ, ବଳ, ଶକ୍ତି
অন্যান্য ভাষায় অনুবাদ :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।