অর্থ : ପ୍ରାଚୀନ କାଳର ବିଦ୍ୱାନ ବ୍ରାହ୍ମଣମାନଙ୍କ ସଭା ଯେଉଁଥିରେ ରାଜା ସମୟେ ସମୟେ କୌଣସି ବିଷୟ ଉପରେ ମସୁଧା ଦେବାପାଇଁ ଆୟୋଜନ କରୁଥିଲେ
উদাহরণ :
ରାଜା ପରିଷଦଠାରୁ ପରାମର୍ଶ ମାଗିଲେ
অন্যান্য ভাষায় অনুবাদ :
অর্থ : ସଭା ବା ସମାଜରେ ସମ୍ମିଳିତ ବ୍ୟକ୍ତି
উদাহরণ :
ସେ କେତେକ ସଂସ୍ଥାର ସଦସ୍ୟ ଅଛନ୍ତି
সমার্থক : ସଦସ୍ୟ
অন্যান্য ভাষায় অনুবাদ :
One of the persons who compose a social group (especially individuals who have joined and participate in a group organization).
Only members will be admitted.