অর্থ : ସଫେଦା ଆମ୍ବର ଗଛ
উদাহরণ :
ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
সমার্থক : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ, ପୁଣ୍ଡରୀକ ଆମ୍ବ, ସଫେଦା ଆମ୍ବ
অন্যান্য ভাষায় অনুবাদ :
Large evergreen tropical tree cultivated for its large oval fruit.
mangifera indica, mango, mango treeঅর্থ : ଗୋଟିଏ ପ୍ରକାରର ବହୁତ ଲମ୍ବା ଗଛ ଯାହାର କଢ଼ ଓ ଫଳରୁ ବାହାରୁଥିବା ସୁଗନ୍ଧିତ ତୈଳ ଔଷଧ ତିଆରି କାମରେ ଆସେ
উদাহরণ :
ସେ ସଫେଦା ଉପରେ ଚଢ଼ିବାକୁ ଚେଷ୍ଟା କରୁଛି
সমার্থক : ଗଂଧ ସଫେଦା, ଗନ୍ଧ ସଫେଦା
অন্যান্য ভাষায় অনুবাদ :
অর্থ : ଦସ୍ତା ଗୁଣ୍ଡ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
উদাহরণ :
ବୈଦ୍ୟ ବଜାରରୁ ସଫେଦା ମଗାଇଲେ
সমার্থক : ଦସ୍ତାଗୁଣ୍ଡ
অন্যান্য ভাষায় অনুবাদ :
অর্থ : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
উদাহরণ :
ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
সমার্থক : ପୁଣ୍ଡରୀକ, ସଫେଦା ଆମ୍ବ
অন্যান্য ভাষায় অনুবাদ :
Large oval tropical fruit having smooth skin, juicy aromatic pulp, and a large hairy seed.
mango