অর্থ : ଏକ ବିଶିଷ୍ଟ ତତ୍ତ୍ୱ ରୂପରେ ବିକଶିତ ହେବା
উদাহরণ :
ଏବେ ଆମ ଯୋଜନା ସାକାର ହେଉଛି
সমার্থক : ଫଳପ୍ରଦ ହେବା, ଫଳପ୍ରସୂ ହେବା, ସାକାର ହେବା
অন্যান্য ভাষায় অনুবাদ :
অর্থ : କୌଣସି ପରୀକ୍ଷାଆଦିରେ ସଫଳତା ଅର୍ଜନ କରିବା
উদাহরণ :
ଆପଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି
সমার্থক : ଉତ୍ତୀର୍ଣ୍ଣ ହେବା, ପାସ୍ ହେବା
অন্যান্য ভাষায় অনুবাদ :
किसी परीक्षा आदि में सफलता हासिल करना।
आप इस परीक्षा में उत्तीर्ण हुए।