অর্থ : ଏପରି ଜ୍ଞାନ ଯେଉଁଥିରେ ସମ୍ପୂର୍ଣ୍ଣ ନିଶ୍ଚିତତା ନାହିଁ
উদাহরণ :
ମୋର ତାଙ୍କ କଥାର ସତ୍ୟତା ଉପରେ ସନ୍ଦେହ ରହିଛି
সমার্থক : ଅଭିଶଂକା, ଦ୍ୱିଧା, ଶଂକା
অন্যান্য ভাষায় অনুবাদ :
The state of being unsure of something.
doubt, doubtfulness, dubiety, dubiousness, incertitude, uncertainty