অর্থ : କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ
উদাহরণ :
ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ
সমার্থক : ଚର, ଦୂତ, ସମ୍ବାଦଦାତା
অন্যান্য ভাষায় অনুবাদ :
অর্থ : ଯେ ଖବର ପହୁଞ୍ଚାଏ
উদাহরণ :
ଆଜିବି କେତେକ ସ୍ଥାନରେ ବାର୍ତ୍ତାବହ ପାରା ବ୍ୟବହାର କରାଯାଏ
সমার্থক : ଖବରବାହକ, ବାର୍ତ୍ତାବହ, ବାର୍ତ୍ତାବହନକାରୀ, ବାର୍ତ୍ତାବାହକ
অন্যান্য ভাষায় অনুবাদ :
संदेश पहुँचाने वाला।
कुछ स्थानों पर आज भी संदेशवाहक कबूतरों का उपयोग होता है।