অর্থ : ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ
উদাহরণ :
ଆମେ ସବୁବେଳେ ସତ କହିବା
সমার্থক : ଅନବଧି, ଅନବରତ, ଅହରହ, ଅହର୍ନିଶ, ଦିନରାତି, ନିରନ୍ତର, ନିଶିଦିବସ, ସବୁବେଳେ, ସବୁସମୟରେ, ସର୍ବଦା, ହରଦମ
অন্যান্য ভাষায় অনুবাদ :
हर एक पल या हर समय।
हमें हमेशा सत्य बोलना चाहिए।