অর্থ : ଯାହା ହତିଆର ଆଦିରେ ସଜା ହୋଇଥାଏ
উদাহরণ :
ପୋଲିସ ଜଣେ ଅବୈଧ ହତିଆରରେ ସୁସଜ୍ଜିତ ବ୍ୟକ୍ତିକୁ ଧରିଲେ ଭାରତ କ୍ଷେପଣାସ୍ତ୍ର ରୋଧକ କ୍ଷମତାରେ ସୁସଜ୍ଜିତ ହୋଇରହିଛି
সমার্থক : ସୁସଜ୍ଜିତ
অন্যান্য ভাষায় অনুবাদ :
हथियारों आदि से सजा हुआ।
पुलिस ने एक अवैध हथियारों से लैस व्यक्ति को पकड़ा।অর্থ : ଯେ ସଜବାଜ ହୋଇଥିବ
উদাহরণ :
ସମାରୋହରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ସଜବାଜ ହୋଇଥିଲେ
অন্যান্য ভাষায় অনুবাদ :
অর্থ : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
উদাহরণ :
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
সমার্থক : ଠିକ୍ରୂପେ, ପ୍ରବନ୍ଧିତ, ବ୍ୟବସ୍ଥିତ
অন্যান্য ভাষায় অনুবাদ :
Methodical and efficient in arrangement or function.
How well organized she is.