অর্থ : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା
উদাহরণ :
ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି
সমার্থক : ବଙ୍କାହେବା, ମୋଡ଼ି ହେବା, ଲୋଚାକୋଚା ହେବା, ସାଙ୍କୁଡ଼ିଯିବା
অন্যান্য ভাষায় অনুবাদ :
অর্থ : ଉପର ଆଡ଼କୁ ସଙ୍କୁଚିତ ହେବା
উদাহরণ :
ଥରେ ଧୋଇବାପରେ ହିଁ ଏହି ସ୍ୱେଟର୍ ଜାକି ହୋଇଗଲା
সমার্থক : ଜାକିହେବା
অন্যান্য ভাষায় অনুবাদ :