সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଲୋଚାକୋଚା କରିବା ପ୍ରକ୍ରିୟା ବା ଭାବ
উদাহরণ : ତୁମେମାନେ କପଡ଼ାସବୁକୁ ଲୋଚାକୋଚା କରନାହିଁ
সমার্থক : କୁଞ୍ଚନ, ଲୋଚାକୋଚା
অন্যান্য ভাষায় অনুবাদ :हिन्दी
गींजने की क्रिया या भाव।
অর্থ : ଯାହା ସଙ୍କୁଚିତ ହୁଏ
উদাহরণ : ଆମର ଚର୍ମ ଶୀତ ଋତୁରେ ସଙ୍କୁଚିତ ହୁଏ
সমার্থক : ସଂକୋଚନଶୀଳ
অন্যান্য ভাষায় অনুবাদ :हिन्दी English
सिकुड़नेवाला।
Capable of contracting or being contracted.
অর্থ : ଯାହା ବିଶାଳ ବା ଉଦାର ନୁହେଁ
উদাহরণ : ଜାତି, ଧର୍ମଆଦିର ଭେଦଭାବ ସଙ୍କୁଚିତ ମାନସିକତାରୁ ହିଁ ସୃଷ୍ଟି ହୁଏ
সমার্থক : ଅନୁଦାର, କ୍ଷୁଦ୍ର
जो विशाल या उदार न हो।
Narrow-minded about cherished opinions.
ইনস্টল