অর্থ : କୌଣସି ବସ୍ତୁଆଦିର ସଂଗ୍ରହ
উদাহরণ :
ତାଙ୍କ ପାଖରେ ସେହି ପୁସ୍ତକଗୁଡ଼ିକର ସଙ୍କଳନ ଅଛି
সমার্থক : ସଂଗ୍ରହ
অন্যান্য ভাষায় অনুবাদ :
Several things grouped together or considered as a whole.
accumulation, aggregation, assemblage, collectionঅর্থ : ଯେଉଁ ପୁସ୍ତକରେ ସାହିତ୍ୟଆଦିର ଗୋଟିଏ ଶ୍ରେଣୀ ସମ୍ବନ୍ଧିତ ଅନେକ ବିଷୟ ଏକତ୍ରିତ କରାଯାଇଥାଏ
উদাহরণ :
କଳ୍ପଲତା ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ନିବନ୍ଧ ସଙ୍କଳନ
সমার্থক : ସଂଗ୍ରହ
অন্যান্য ভাষায় অনুবাদ :