অর্থ : କାହା ପାଇଁ ଜାଗା ସୁରକ୍ଷିତ କରିବା
উদাহরণ :
ନାଟକ ଦେଖିବା ନିମନ୍ତେ ସେ ମୋ ପାଇଁ ସିଟ ସଂରକ୍ଷଣ କଲେ
সমার্থক : ଆରକ୍ଷଣ କରିବା
অন্যান্য ভাষায় অনুবাদ :
অর্থ : ଫଳଆଦି ସଢିବା ବା ଖରାପ ହେବାରୁ ରକ୍ଷାକରିବା
উদাহরণ :
ଫଳଆଦିକୁ ଥଣ୍ଡା ଘରେ ସଂରକ୍ଷିତକରି ରଖନ୍ତୁ
সমার্থক : ସଂରକ୍ଷିତକରି ରଖିବା, ସୁରକ୍ଷିତକରି ରଖିବା