অর্থ : ମିଳନର କ୍ରିୟା ବା ଭାବ
উদাহরণ :
ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା
অন্যান্য ভাষায় অনুবাদ :
অর্থ : ଦୁଇ ବା କେତେକ କଥାର ହଠାତ୍ ଏକାସଙ୍ଗରେ ମିଳିଯିବା କ୍ରିୟା
উদাহরণ :
ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
অন্যান্য ভাষায় অনুবাদ :
The temporal property of two things happening at the same time.
The interval determining the coincidence gate is adjustable.অর্থ : ଯାହା ମାନବକୃତି ପ୍ରଣାଳୀକୁ ଯୋଡିଥାଏ
উদাহরণ :
ସେ ଆଜି ପର୍ଯ୍ୟନ୍ତ ବିଜୁଳୀ ସଂଯୋଗ କରିନାହିଁ
সমার্থক : ସଞ୍ଜୋଗ
অন্যান্য ভাষায় অনুবাদ :
An instrumentality that connects.
He soldered the connection.অর্থ : ଏକରୁ ଅଧିକ ବସ୍ତୁ ଏକାଠି ମିଶିବାର ପ୍ରକ୍ରିୟା
উদাহরণ :
ଅମ୍ଳ ଓ କ୍ଷାରର ସଂଯୋଗରେ ଲବଣ ସୃଷ୍ଟି ହୁଏ
অন্যান্য ভাষায় অনুবাদ :