অর্থ : ବଢ଼ିବା ବା ବଢ଼ାଯାଇଥିବା
উদাহরণ :
ସଂବର୍ଦ୍ଧନ ଗୃହରେ ବର୍ଦ୍ଧନଶୀଳ ଗଛର ଚାରା ରୋପଣ ଆବଶ୍ୟକ
সমার্থক : ବର୍ଦ୍ଧନଶୀଳ
অন্যান্য ভাষায় অনুবাদ :
बढ़ाया हुआ।
संवर्द्धन-गृह में संवर्द्धित पौधों का रोपण आवश्यक है।অর্থ : ପାଳନ ପୋଷଣ ବା ଲାଳିତ ପାଳିତ ହୋଇଥିବା
উদাহরণ :
ମୋ ବୁଢ଼ାବାପାଙ୍କଦ୍ୱାରା ଲାଳିତପାଳିତ ଏହି ଆମ୍ବ ଗଛ ଏବେ ଫଳିଲାଣି
সমার্থক : ପାଳିତପୋଷିତ, ପୁଷ୍ଟ, ଲାଳିତପାଳିତ
অন্যান্য ভাষায় অনুবাদ :