অর্থ : ଏଭଳି ପରମ୍ପରା ଯେଉଁଥିରେ ଏକ ପ୍ରକାର ବସ୍ତୁ,ବ୍ୟକ୍ତି ବା ଜୀବ ଜଣେ ଅନ୍ୟ ଜଣଙ୍କ ପଛରେ ସିଧାରେ ରହେ
উদাহরণ :
ସଉଦା ଦୋକାନରେ ଲୋକେ ଧାଡ଼ିରେ ଛିଡ଼ାହୋଇଥାନ୍ତି ଲୋକେ ଧାଡ଼ିରେ ବସି ଖାଉଛନ୍ତି
অন্যান্য ভাষায় অনুবাদ :
ऐसी परम्परा जिसमें एक ही प्रकार की वस्तुएँ, व्यक्ति या जीव एक दूसरे के बाद एक सीध में हों।
राशन की दुकान पर लोगों की पंक्ति लगी हुई थी।অর্থ : ଏକ ଶ୍ରେଣୀରେ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥୀ
উদাহরণ :
ଜଣେ ଛାତ୍ର ଯୋଗୁଁ ପୂରା ଶ୍ରେଣୀକୁ ଦଣ୍ଡ ମିଳିଲା
সমার্থক : କ୍ଲାସ୍
অন্যান্য ভাষায় অনুবাদ :
অর্থ : ପାଠଶାଳାର ଯେଉଁ କୋଠରୀରେ ଗୋଟିଏ ଶ୍ରେଣୀର ସବୁ ପିଲା ବସି ପାଠପଢ଼ନ୍ତି
উদাহরণ :
ଆମ ବିଦ୍ୟାଳୟରେ ଦୁଇଟି ନୂଆ ଶ୍ରେଣୀଗୃହ ତିଆରି ଚାଲିଛି
অন্যান্য ভাষায় অনুবাদ :
पाठशाला का वह कमरा जहाँ एक ही वर्ग के सभी बच्चे बैठकर पढ़ते हैं।
हमारे विद्यालय में दो नयी कक्षाएँ बन रही हैं।অর্থ : ଯେଉଁମାନେ ଏକା ସହିତ ସ୍ନାତକ କରିଛନ୍ତି ବା କରୁଛନ୍ତି ସେହି ବିଦ୍ୟାର୍ଥୀମାନଙ୍କର ବର୍ଗ
উদাহরণ :
ଶ୍ୟାମା ବିଶ୍ୱବିଦ୍ୟାଳୟରେ ମୋ ଶ୍ରେଣୀରେ ଥିଲା
অন্যান্য ভাষায় অনুবাদ :
অর্থ : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
উদাহরণ :
ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
অন্যান্য ভাষায় অনুবাদ :
A general concept that marks divisions or coordinations in a conceptual scheme.
categoryঅর্থ : ଯୋଗ୍ୟତା ଓ କର୍ତ୍ତବ୍ୟ ଆଦିର ବିଚାରରେ ହୋଇଥିବା ବିଭାଗ
উদাহরণ :
ଗାନ୍ଧିଜୀ ଜଣେ ଉଚ୍ଚ ଶ୍ରେଣୀର ନେତା ଥିଲେ
সমার্থক : ବର୍ଗ
অন্যান্য ভাষায় অনুবাদ :
অর্থ : ପାଠପଢ଼ା କ୍ରମରେ ଉଚ୍ଚ ଓ ନୀଚ୍ଚ ସ୍ଥାନ
উদাহরণ :
ତୁମେ କେଉଁ ଶ୍ରେଣୀରେ ପଢ଼ୁଛ?
অন্যান্য ভাষায় অনুবাদ :