অর্থ : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ
উদাহরণ :
ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି
সমার্থক : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା
অন্যান্য ভাষায় অনুবাদ :
धन की अधिष्ठात्री देवी जो विष्णु की पत्नी कही गई हैं।
लोग धन प्राप्ति के लिए लक्ष्मी की पूजा करते हैं।Hindu goddess of fortune and prosperity.
lakshmiঅর্থ : ଏକ ଆଦରସୂଚକ ଶବ୍ଦ ଯାହା ପୁରୁଷମାନଙ୍କ ନାମର ପୂର୍ବରୁ ବା ସେମାନଙ୍କୁ ସମ୍ବୋଧନ କରିବାପାଇଁ ଲଗାଯାଇଥାଏ
উদাহরণ :
ଶ୍ରୀମାନ ଅଜିତ ଯୋଗୀଙ୍କୁ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି
সমার্থক : ଶ୍ରୀମାନ
অন্যান্য ভাষায় অনুবাদ :