অর্থ : ଏକସଙ୍ଗେ କାମ କରୁଥିବା ଲୋକଙ୍କ ଦଳ
উদাহরণ :
ଶ୍ରମିକ ଦଳ ଆଜି କାମକୁ ଆସି ନାହାନ୍ତି
সমার্থক : ଶ୍ରମଜୀବୀ ଗୋଷ୍ଠୀ, ଶ୍ରମଜୀବୀ ଦଳ, ଶ୍ରମିକ ଦଳ
অন্যান্য ভাষায় অনুবাদ :
A group of people working together temporarily until some goal is achieved.
The working group was supposed to report back in two weeks.