অর্থ : ମଝିଲା ଆକାରର ଏକ ବୃକ୍ଷ ଯେଉଁଥିରେ ଛୋଟ ସୁଗନ୍ଧିତ ଫୁଲଫୁଟେ
উদাহরণ :
ଗଙ୍ଗଶିଉଳି ଫୁଲ ଫୁଟିଲାପରେ ମାଟିଉପରେ ଖସିପଡ଼େ
সমার্থক : ଗଙ୍ଗଶିଉଳି, ଶିଙ୍ଗାରହାର, ଶିଫାଳିକା, ଶେଫାଳିକା
অন্যান্য ভাষায় অনুবাদ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeঅর্থ : ଗୋଟିଏ ସୁଗନ୍ଧିତ ଧଳାଫୁଲ ଯାହାର ଡେମ୍ଫ ନାରଙ୍ଗୀ ରଙ୍ଗର ହୋଇଥାଏ
উদাহরণ :
ଛୋଟ ଛୋଟ ପିଲାମାନେ ଫୁଲମାଳ ଗୁନ୍ଥିବାପାଇଁ ଶେଫାଳି ଫୁଲ ଗୋଟାଉଥିଲେ
সমার্থক : ଗଙ୍ଗଶିଉଳି, ଶିଙ୍ଗାରହାର, ଶିଫାଳିକା, ଶେଫାଳିକା
অন্যান্য ভাষায় অনুবাদ :