অর্থ : ପରର ହିତ ଇଛା କରୁଥିବା ବ୍ୟକ୍ତି
উদাহরণ :
ଶୁଭାକାଂକ୍ଷୀଙ୍କ ଯୋଗୁଁ ସେ କ୍ଷତିରୁ ରକ୍ଷା ପାଇଗଲା
সমার্থক : ପରହିତୈଷୀ, ମଙ୍ଗଳକାଂକ୍ଷୀ, ଶୁଭଚିନ୍ତକ, ଶୁଭାକାଂକ୍ଷୀ
অন্যান্য ভাষায় অনুবাদ :
Someone who shares your feelings or opinions and hopes that you will be successful.
sympathiser, sympathizer, well-wisherঅর্থ : ହିତ ବା ଭଲ ଚାହୁଁଥିବା
উদাহরণ :
ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
সমার্থক : କଲ୍ୟାଣକାରୀ, ପରୋପକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ହିତୈଷୀ
অন্যান্য ভাষায় অনুবাদ :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।