সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସ୍ୱଚ୍ଛ ହେବାର ଅବସ୍ଥା ବା ଭାବ
উদাহরণ : ସ୍ୱଚ୍ଛତା ଅନୁସରଣ କଲେ ରୋଗ ବ୍ୟାପେ ନାହିଁ ରାସାୟନିକ ପ୍ରକ୍ରିୟାଦ୍ୱାରା ଜଳର ସ୍ୱଚ୍ଛତା ରକ୍ଷା କରାଯାଇପାରିବ
সমার্থক : ନିର୍ମଳତା, ସଫା, ସ୍ୱଚ୍ଛତା
অন্যান্য ভাষায় অনুবাদ :हिन्दी English
स्वच्छ होने की अवस्था या भाव।
The state of being clean. Without dirt or other impurities.
অর্থ : ବିଶୁଦ୍ଧ ହେବାର ଅବସ୍ଥା ବା ଭାବ
উদাহরণ : ବଣିଆ ସୁନାକୁ ଦେଖି ହିଁ ତାର ବିଶୁଦ୍ଧତା ଯାଞ୍ଚ କରିନିଏ
সমার্থক : ଖାଣ୍ଟି, ବିଶୁଦ୍ଧତା, ବିଶୁଦ୍ଧି
खरे अर्थात् निर्मल, शुद्ध अथवा निश्चल या स्पष्टवादी होने की अवस्था, गुण या भाव।
Being undiluted or unmixed with extraneous material.
অর্থ : ଧର୍ମ ଅନୁସାରେ ପବିତ୍ର ହେବାର ଅବସ୍ଥା ବା ଭାବ
উদাহরণ : ଗଙ୍ଗାଜଳର ପବିତ୍ରତାରେ କୌଣସି ସନ୍ଦେହ ନାହିଁ
সমার্থক : ପବିତ୍ରତା, ପାବନତା, ଶୁଚିତା
धर्मानुसार पवित्र होने की अवस्था या भाव।
The state of being unsullied by sin or moral wrong. Lacking a knowledge of evil.
ইনস্টল