অর্থ : କୌଣସି ବସ୍ତୁ, ସ୍ଥାନଆଦିର ଉପର ଭାଗ
উদাহরণ :
ବଢ଼ି ଦାଉରୁ ରକ୍ଷା ପାଇବାପାଇଁ ସେ ଗାଁର ସବୁଠୁ ଉଚ୍ଚ ସ୍ଥାନରେ ନିଜର କୁଡ଼ିଆ ତିଆରି କଲା
সমার্থক : ଉଚ୍ଚଭାଗ, ଉଚ୍ଚସ୍ଥାନ, ଉପରିଭାଗ, ଢିପ, ଶିଖରଭାଗ, ଶିରୋଭାଗ, ଶୀର୍ଷସ୍ଥାନ
অন্যান্য ভাষায় অনুবাদ :
किसी वस्तु, स्थान आदि के ऊपर का भाग।
उसने बाढ़ से बचने के लिए गाँव के सबसे ऊपरी भाग में अपनी कुटिया बनाई।The upper part of anything.
The mower cuts off the tops of the grass.অর্থ : ଉପର ଆଡ଼କୁ ବିସ୍ତାର ବା ଭୂମିରୁ ନେଇ ଏକଦମ ଉପର ପର୍ଯ୍ୟନ୍ତ ବିସ୍ତାର
উদাহরণ :
କୁତବମୀନାରର ଉଚ୍ଚତା ବହୁତ ଅଧିକ ତା’ର ଉଚ୍ଚତା ମୋ ଭାଇ ସହିତ ସମାନ ତାହାର ପ୍ରସିଦ୍ଧି ଉଚ୍ଚ ସ୍ଥାନରେ ଅଛି
অন্যান্য ভাষায় অনুবাদ :
ऊपर की ओर का विस्तार या आधार से लेकर एकदम ऊपर तक का विस्तार या ऊँचा होने की अवस्था या भाव।
कुतुब मीनार की ऊँचाई बहुत अधिक है।অর্থ : ଜ୍ୟାମିତିରେ ଏହି ବିନ୍ଦୁ ଯାହାଉପରେ ଦୁଇଦିଗରୁ ଦୁଇଟି ତେରଛା ରେଖା ଆସି ମିଳିତ ହୋଇଥାନ୍ତି
উদাহরণ :
ଏହି ତ୍ରିଭୂଜର ଶୀର୍ଷର କୋଣ ୭୦ ଡିଗ୍ରୀ
অন্যান্য ভাষায় অনুবাদ :
The point of intersection of lines or the point opposite the base of a figure.
vertexঅর্থ : କୌଣସି ବସ୍ତୁ, ସ୍ଥାନଆଦିର ସବୁଠୁ ଉପରି ଭାଗ
উদাহরণ :
ଏହି ମନ୍ଦିରର ଶିଖର ଦେଶରେ ଏକ ଗେରୁଆ ରଙ୍ଗର ପତକା ଉଡ଼ୁଛି ଶ୍ୟାମ ସଫଳତାର ଶିଖରରେ ପହଁଞ୍ଚିଯାଇଛି
সমার্থক : ଶିଖର
অন্যান্য ভাষায় অনুবাদ :