অর্থ : ଶାଖାରୁ ବାହାରିଥିବା ଛୋଟ ଶାଖା
উদাহরণ :
ସେ ଗଛର ଏକ ଶାଖା ଭାଙ୍ଗିଦେଲା
অন্যান্য ভাষায় অনুবাদ :
অর্থ : ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
উদাহরণ :
ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
সমার্থক : ଡାଳ
অন্যান্য ভাষায় অনুবাদ :
অর্থ : କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ
উদাহরণ :
ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ
অন্যান্য ভাষায় অনুবাদ :