সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ରଥ ଭଳି ଏକ ବଳଦ ଗାଡ଼ି
উদাহরণ : ସେ (ଯାତ୍ରୀବାହୀ)ବଳଦ ଗାଡ଼ି ଚଳାଉଛି
সমার্থক : ବଳଦ ଗାଡ଼ି
অন্যান্য ভাষায় অনুবাদ :हिन्दी
रथ की तरह की एक बैल-गाड़ी।
অর্থ : ବୋଝ ବୋହୁଥିବା ଏକ ପ୍ରକାର ଗାଡ଼ି
উদাহরণ : କୃଷକ ଶଗଡ଼ ଉପରେ ଶସ୍ୟ ଲଦୁଛି
সমার্থক : ବଳଦଗାଡ଼ି
बोझा ढोने की एक प्रकार की गाड़ी।
অর্থ : ଏକ ହାଲୁକା,ଛୋଟ ଗ୍ରାମାଞ୍ଚଳ ଗାଡ଼ି
উদাহরণ : ଶଗଡ଼ରେ ଖତଆଦି ବୁହାଯାଏ
एक हल्की, छोटी देहाती गाड़ी।
অর্থ : ଏକ ପ୍ରକାର ବଳଦଗାଡ଼ି
উদাহরণ : କୃଷକ ଶଗଡ଼ରେ ଆଖୁ ଲଦୁଛି
সমার্থক : ବଳଦଗାଡ଼ି, ଶଗଡ଼ଗାଡ଼ି
एक प्रकार की बैलगाड़ी।
অর্থ : ଏକ ପ୍ରକାରର ବଳଦଗାଡ଼ି
উদাহরণ : କୃଷକ ଶଗଡ଼ ଉପରେ ଧାନ ବସ୍ତା ଲଦୁଛି
অর্থ : ଶସ୍ୟ,ଭୁସି ଆଦି ଲଦିବାପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାର ବଳଦଗାଡ଼ି
উদাহরণ : ମଜୁରିଆ ଶଗଡ଼ ଉପରେ ଭୁସି ଲଦୁଛି
अनाज,भूसा आदि लदने की एक प्रकार की बैलगाड़ी।
ইনস্টল