অর্থ : କୌଣସି କାମଆଦିକୁ କରିବାପାଇଁ ଉପଯୋଗ ହେଉଥିବା ଶକ୍ତି
উদাহরণ :
ସୂର୍ଯ୍ୟ ଶକ୍ତିର ଏକ ବହୁତ ବଡ଼ ସ୍ରୋତ
সমার্থক : ଊର୍ଜା, ପ୍ରାକୃତିକ ଶକ୍ତି
অন্যান্য ভাষায় অনুবাদ :
অর্থ : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
উদাহরণ :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
সমার্থক : କ୍ଷମତା
অন্যান্য ভাষায় অনুবাদ :
The power or right to give orders or make decisions.
He has the authority to issue warrants.অর্থ : ତନ୍ତ୍ରରେ ବର୍ଣ୍ଣିତ ଜଣେ ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କର ଉପାସନା କରୁଥିବା ଲୋକମାନଙ୍କୁ ଶାକ୍ତ କୁହାଯାଏ
উদাহরণ :
ପ୍ରାଚୀନକାଳରୁ ଶକ୍ତିଙ୍କ ଉପାସନା ଚାଲିଆସିଛି
সমার্থক : ଇଶ୍ୱରୀ
অন্যান্য ভাষায় অনুবাদ :
অর্থ : କିଛି କରି ପାରିବାର କ୍ଷମତା
উদাহরণ :
ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?
অন্যান্য ভাষায় অনুবাদ :
The quality of being capable -- physically or intellectually or legally.
He worked to the limits of his capability.অর্থ : ଗୋଟିଏ ମାତ୍ରା ଛନ୍ଦ
উদাহরণ :
ଶକ୍ତିର ପ୍ରତ୍ୟେକ ପାଦରେ ଅଠରଟି ମାତ୍ରା ଥାଏ
অন্যান্য ভাষায় অনুবাদ :
অর্থ : କୌଣସି ସ୍ଥାନରେ ପହଞ୍ଚିବାର ଶକ୍ତି ବା ସାମର୍ଥ୍ୟ
উদাহরণ :
ଏହି କାର୍ଯ୍ୟ ମୋ ସାମର୍ଥ୍ୟର ବାହାରେ
সমার্থক : ସାମର୍ଥ୍ୟ
অন্যান্য ভাষায় অনুবাদ :
An area in which something acts or operates or has power or control:.
The range of a supersonic jet.অর্থ : ବାହୁ ବା ଶରୀରର ବଳ ଯାହାଦ୍ୱାରା ମଣିଷ କୈଣସି ବଡ଼ କାମ କରିପାରେ
উদাহরণ :
ଭରତର ବାହୁବଳ ବିଷୟରେ କେହି ଅନୁମାନ କରି ନ ଥିଲେ
সমার্থক : ପରାକ୍ରମ, ବାହୁବଳ, ଭୁଜବଳ
অন্যান্য ভাষায় অনুবাদ :
बाहुओं या शरीर का वह बल जिससे मनुष्य कोई बड़ा काम करता है।
भरत के बाहुबल का अंदाजा किसी को नहीं था।অর্থ : କୌଣସି ବିଶିଷ୍ଟ ଦେବତାଙ୍କ ଯେଉଁ ପରାକ୍ରମ ବା ଶକ୍ତି ତାଙ୍କ ପତ୍ନୀରୂପେ ଗ୍ରହଣ କରାଯାଏ
উদাহরণ :
ଗୌରୀ ଶିବଙ୍କର ଓ ଲକ୍ଷ୍ମୀ ବିଷ୍ଣୁଙ୍କ ଶକ୍ତି
অন্যান্য ভাষায় অনুবাদ :
किसी विशिष्ट देवता का पराक्रम या बल जो उसकी पत्नी के रूप में माना जाता है।
गौरी शिव की तथा लक्ष्मी विष्णु की शक्ति हैं।A female deity.
goddessঅর্থ : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
উদাহরণ :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
সমার্থক : ତାକତ୍, ପାରିବାପଣ, ବଳ, ସମର୍ଥନ
অন্যান্য ভাষায় অনুবাদ :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।