অর্থ : କୌଣସି ଜିନିଷ(ବିଶେଷକରି ଲୁଗା) ଅତ୍ୟଧିକ ଓଲଟାପାଲଟା ହେବାଦ୍ୱାରା ଖରାପ ହୋଇଯିବା
উদাহরণ :
ଅତ୍ୟଧିକ ଓଲଟାପାଲଟା ହେବାଦ୍ୱାରା ଏହି ଲୁଗା ଲୋଚାକୋଚା ହୋଇଯାଇଛି
অন্যান্য ভাষায় অনুবাদ :
किसी चीज का (विशेषकर कपड़ा) अत्यधिक उलटे-पुलटे जाने के कारण खराब हो जाना।
अत्यधिक उलटने-पुलटने के कारण यह कपड़ा गिंज गया है।অর্থ : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା
উদাহরণ :
ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି
সমার্থক : ବଙ୍କାହେବା, ମୋଡ଼ି ହେବା, ସଙ୍କୁଚିତ ହେବା, ସାଙ୍କୁଡ଼ିଯିବା
অন্যান্য ভাষায় অনুবাদ :
অর্থ : ଦୁଇ ପରସ୍ତ ହେବା
উদাহরণ :
ସେ ହସି ହସି ଲୋଚାକୋଚା ହୋଇଗଲେ
সমার্থক : ଆକେତା ହେବା, ଦିଭାଙ୍ଗ ହେବା, ବେଦମ ହେବା, ଭାଙ୍ଗି ପଡିବା
অন্যান্য ভাষায় অনুবাদ :