অর্থ : ଜନସାଧାରଣ ବିଶେଷତଃ ଗ୍ରାମ ଲୋକମାନଙ୍କରେ ପ୍ରଚଳିତ ଗଳ୍ପ ବା କାହାଣୀ
উদাহরণ :
ପିଲାଦିନେ ଆଈଠାରୁ ଲୋକକଥା ଶୁଣିବାପାଇଁ ମୁଁ ସବୁବେଳେ ଜିଦ୍ କରୁଥିଲି
সমার্থক : ଲୋକଗଳ୍ପ
অন্যান্য ভাষায় অনুবাদ :
অর্থ : ଏଭଳି କଥା ଯାହା ଲୋକେ ପରଂପରା ଅନୁସାରେ ଶୁଣି ଆସୁଛନ୍ତି କିନ୍ତୁ ଯାହାର ସଠିକ ପ୍ରମାଣ ନାହିଁ
উদাহরণ :
ଏହି ମନ୍ଦିର ସର୍ମ୍ପକରେ ଅନେକ କିମ୍ବଦନ୍ତୀ ପ୍ରଚଳିତ
সমার্থক : କିମ୍ବଦନ୍ତୀ
অন্যান্য ভাষায় অনুবাদ :
অর্থ : ଯାହା ଲୋକରେ ପ୍ରଚଳିତ
উদাহরণ :
ମୋହନ ଲୋକକାହାଣୀ ବହୁତ ଧ୍ୟାନ ଦେଇ ଶୁଣେ
সমার্থক : ଲୋକ ପ୍ରଚଳିତ କାହାଣୀ, ଲୋକକାହାଣୀ
অন্যান্য ভাষায় অনুবাদ :
Widely known and esteemed.
A famous actor.