অর্থ : ଘାଆ ଉପରେ ଲଗା ଯାଉଥିବା ଏକ ଗାଢ଼ା ମଲମ ଯାହା ରାସାୟନିକ ଆଧାରରେ ପ୍ରସ୍ତୁତ କରାଯାଇଥାଏ
উদাহরণ :
ଚିକିତ୍ସକ ଘାଆ ଉପରେ ମଲମ ଲଗାଇ ପଟି ବାନ୍ଧି ଦେଲେ
সমার্থক : ଅଏଣ୍ଟମେଣ୍ଟ, ମଇଲମ, ମଲମ
অন্যান্য ভাষায় অনুবাদ :
অর্থ : କିଛି ବସ୍ତୁ ଉପରେ କୌଣସି ଜିନିଷର ଯେଉଁ ପରସ୍ତ ଦିଆଯାଏ
উদাহরণ :
କୁମ୍ଭାର ମାଠିଆ ଉପରେ ମାଟିର ପ୍ରଲେପ ଦେଉଛି
সমার্থক : ପ୍ରଲେପ
অন্যান্য ভাষায় অনুবাদ :
অর্থ : ବଥ ଆଦିକୁ ପଚାଇବା ପାଇଁ ଅଳସୀ,ରେଡୀ ଆଦିର ଯେଉଁ ମୋଟା ଲେପ ତା ଉପରେ ଲଗାଇ ବନ୍ଧା ଯାଏ
উদাহরণ :
ସେ ବଥକୁ ପଚାଇବାପାଇଁ ତା ଉପରେ ଅଳସୀର ଲେପ ବାନ୍ଧିଲେ
অন্যান্য ভাষায় অনুবাদ :
फोड़े आदि पकाने के लिए उनपर लगाकर बाँधा जानेवाला अलसी, रेड़ आदि का मोटा लेप।
उसने फोड़े को पकाने के लिए उस पर अलसी की पुलटिस बाँधी।অর্থ : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
উদাহরণ :
ବଣିଆ ମୁଦି ଉପରେ ସୁନାଲେପ ଦେଉଛି
অন্যান্য ভাষায় অনুবাদ :
The application of a thin coat of metal (as by electrolysis).
plating