অর্থ : କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥରେ ଅନୁରକ୍ଷିତ ଉତ୍ତେଜିତ ଉତ୍ସର୍ଜନର ପରିଣାମସ୍ବରୂପ ଉତ୍ପନ୍ନ ଉଚ୍ଚତୀବ୍ରତାବିଶିଷ୍ଟ ପ୍ରକାଶଯୁକ୍ତ, ଅବରକ୍ତ ବା ପାରାବାଇଗଣୀ ବିକିରଣର ସ୍ରୋତ
উদাহরণ :
ଅନେକ ଉପାୟରେ ଲେଜରର ବ୍ୟବହାର କରାଯାଏ
অর্থ : ଲେଜର ସାହାଯ୍ୟରେ କରାଯାଉଥିବା ଚିକିତ୍ସା
উদাহরণ :
କେତେକ ରୋଗରେ ଲେଜର ଚିକିତ୍ସା ପ୍ରଭାବଶାଳୀ ପ୍ରମାଣିତ ହୋଇଛି
সমার্থক : ଲେଜର ଚିକିତ୍ସା, ଲେଜର ଟ୍ରିଟମେଣ୍ଟ
অন্যান্য ভাষায় অনুবাদ :
लेज़र की सहायता से की जाने वाली चिकित्सा।
कई रोगों में लेज़र चिकित्सा कारगर साबित हुई है।অর্থ : ଏକ ଉପକରଣ ଯାହା ଉତ୍ତେଜିତ ଉତ୍ସର୍ଜନ ପ୍ରକ୍ରିୟାଦ୍ବାରା ବିଶେଷଭାବେ ଉତ୍ପନ୍ନ ବିଦ୍ୟୁତଚୁମ୍ବକୀୟ ରଶ୍ମି ସୃଷ୍ଟିକରେ ଓ ପରିବର୍ତ୍ତନ କରେ
উদাহরণ :
ଶଲ୍ୟଚିକିତ୍ସା, କଠିନ ତଥା ସୂକ୍ଷ୍ମ ବସ୍ତୁକୁ କାଟିବାପାଇଁ ଲେଜର ରଶ୍ମିର ବ୍ୟବହାର ହୁଏ
সমার্থক : ଲେଜର ରଶ୍ମି
অন্যান্য ভাষায় অনুবাদ :
An acronym for light amplification by stimulated emission of radiation. An optical device that produces an intense monochromatic beam of coherent light.
laser, optical maserঅর্থ : ଅବରକ୍ତ ବା ସୂକ୍ଷ୍ମ ତରଙ୍ଗ ବିକିରଣ ହେଲାଭଳି କୌଣସି ପ୍ରକାରର ବିଦ୍ୟୁତ ଚୁମ୍ବକୀୟ ବିକିରଣର କିରଣପୁଞ୍ଜ ଉତ୍ପନ୍ନ କରୁଥିବା ସ୍ରୋତ
উদাহরণ :
ସର୍ବପ୍ରଥମେ ଆଲବର୍ଟ ଆଇନଷ୍ଟାଇନ ଲେଜର ପ୍ରସ୍ତୁତ କରିଥିଲେ