অর্থ : ଅନୁଚିତ ରୀତିରେ ଅଧିକାର କରାଯାଇଥିବା
উদাহরণ :
ସାନଭାଇଠାରୁ ଲୁଣ୍ଠିତ କରିଆଣିଥିବା ଧନ ସେ ଭୋଗି ପାରିଲାନାହିଁ
সমার্থক : ବଳପୂର୍ବକ ଅପହୃତ
অন্যান্য ভাষায় অনুবাদ :
অর্থ : ଯାହା ଲୁଟ୍ କରାଯାଇଛି
উদাহরণ :
ଅପହୃତ ଧନକୁ ସେମାନେ ଗାତ ଖୋଳି ପୋତିଦେଲେ
অন্যান্য ভাষায় অনুবাদ :