অর্থ : ପାଇବାର ଇଚ୍ଛା
উদাহরণ :
କାମ ଲିପ୍ସା ତାଙ୍କୁ ଖାଲରେ ପକେଇଦେଲା
অর্থ : ପ୍ରବଳ ଅଭିଳାଷ ବା ଗଭୀର ଇଛା
উদাহরণ :
ଉଡ଼ିବାର ପ୍ରବଳ ଇଛା ହିଁ ଉଡ଼ାଜାହାଜ ଆବିଷ୍କାର ପାଇଁ ମନୁଷ୍ୟକୁ ପ୍ରେରିତ କଲା
অন্যান্য ভাষায় অনুবাদ :
অর্থ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
উদাহরণ :
କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ ଲୋଭ ଖରାପ ବିଷୟ
সমার্থক : ପ୍ରଲୋଭନ, ଲୋଭ, ଲୋଲୁପତା, ଳାଳସା
অন্যান্য ভাষায় অনুবাদ :
Excessive desire to acquire or possess more (especially more material wealth) than one needs or deserves.
greed