অর্থ : କାମରେ ଆସିବା ବା ଲାଗିବା
উদাহরণ :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
সমার্থক : ଖର୍ଚ୍ଚହେବା, ଦରକାର ହେବା, ବ୍ୟବହାର ହେବା
অন্যান্য ভাষায় অনুবাদ :
অর্থ : କୌଣସି ଭାବ ବା ଅବସ୍ଥା ଆଦି ଉତ୍ପନ୍ନ ହେବା
উদাহরণ :
ଆଜିର ହାସ୍ୟ କବି ସମ୍ମିଳନୀରେ ବହୁତ ଖୁସି ଲାଗିଲା
অন্যান্য ভাষায় অনুবাদ :
অর্থ : କାର୍ଯ୍ୟରତ ରହିବା
উদাহরণ :
ରଚନା ଦିନଯାକ ମିଠେଇ ତିଆରି କରିବାରେ ଲାଗିଥିଲା
সমার্থক : କାର୍ଯ୍ୟବ୍ୟସ୍ତରହିବା, କାର୍ଯ୍ୟରତ ରହିବା, ଜୁଟିବା
অন্যান্য ভাষায় অনুবাদ :
कार्य आदि में रत होना।
रचना दिन भर मिठाई बनाने में लगी रही।অর্থ : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ
উদাহরণ :
ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା
সমার্থক : ଜାବୁଡ଼ି ଧରିବା, ମିଶିଯିବା, ଯୋଡ଼ିହେବା
অন্যান্য ভাষায় অনুবাদ :
অর্থ : କୌଣସି ଜିନିଷ ଉପରେ କିଛି ସିଲେଇ କରିବା, ଯୋଡ଼ିବା ବା ମଡ଼ାଇବା
উদাহরণ :
ସାର୍ଟରେ ବୋତାମ ଲାଗି ଗଲା
অন্যান্য ভাষায় অনুবাদ :
অর্থ : କାହାକୁ ଠିକ ଜାଗାରେ ପହଞ୍ଚେଇବା
উদাহরণ :
ଡଙ୍ଗା ନଦୀ କୂଳରେ ଲାଗିଲା
সমার্থক : ପହଞ୍ଚିବା
অন্যান্য ভাষায় অনুবাদ :
অর্থ : କୌଣସି କାମରେ ଲାଗିବା
উদাহরণ :
ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ମୋହିତ କାମରେ ବ୍ୟସ୍ତ ରହିଥିଲା
সমার্থক : ବ୍ୟସ୍ତରହିବା, ଲାଗିରହିବା
অর্থ : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା
উদাহরণ :
ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ
সমার্থক : ଅବଗତ ହେବା, ଜଣାପଡ଼ିବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା
অন্যান্য ভাষায় অনুবাদ :
Appear to begin an activity.
He made to speak but said nothing in the end.অর্থ : ଦେଖିକି ବା ଅନୁମାନରେ କିଛି ଅନୁଭବ କରିବା
উদাহরণ :
ମୋତେ ଲାଗୁଛି, ଏବେ ସେ ଆସିବ ନାହିଁ
সমার্থক : ଜଣାପଡ଼ିବା, ମାଲୁମ ପଡ଼ିବା
অন্যান্য ভাষায় অনুবাদ :
देखकर या अनुमान से कुछ महसूस करना।
मुझे लग रहा है कि अब वह नहीं आएगा।অর্থ : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
উদাহরণ :
ଜିଲାପି ଭଲଭାବେ ବୁଡ଼ିନାହିଁ
সমার্থক : ପିଇବା, ବୁଡ଼ିବା, ମିଶିବା, ଶୋଷିବା
অন্যান্য ভাষায় অনুবাদ :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।অর্থ : ସମ୍ବନ୍ଧ ବା ସଂପର୍କରେ କିଛି ହେବା
উদাহরণ :
ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
সমার্থক : ସମ୍ପର୍କ ହେବା, ହେବା
অন্যান্য ভাষায় অনুবাদ :
অর্থ : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
উদাহরণ :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
সমার্থক : ଚଢ଼ିବା
অন্যান্য ভাষায় অনুবাদ :
অর্থ : ରାନ୍ଧିବାବେଳେ କିଛି ପଦାର୍ଥ ବାସନର ତଳେ ଲାଗିରହିବା
উদাহরণ :
ତରକାରୀ ଟିକେ ଲାଗିଯାଇଛି
সমার্থক : ସାମାନ୍ୟ ପୋଡ଼ିଯିବା
অন্যান্য ভাষায় অনুবাদ :