অর্থ : ପବନର ବେଗ, ଆଘାତ ଆଦି କାରଣରୁ ପାଣି ଉପରକୁ ଉଠିବା ଓ ତଳକୁ ଖସିବା
উদাহরণ :
ସମୁଦ୍ରର ପାଣି ସଦାବେଳେ ଦୋଳାୟମାନ ହେଉଥାଏ
সমার্থক : ତ୍ୱରଣ ହେବା, ଦୋଳାୟମାନ ହେବା, ପଡ଼ିବା ଉଠିବା
অন্যান্য ভাষায় অনুবাদ :
हवा के झोंके, आघात आदि के कारण द्रव का अपने तल से कुछ ऊपर उठना और गिरना।
समुद्र का पानी हमेशा लहराता है।