অর্থ : ରାଧିକାଙ୍କର ଜଣେ ସଖୀ
উদাহরণ :
ରାଧିକାଙ୍କ ଆଠଜଣ ପ୍ରଧାନ ସଖୀଙ୍କ ମଧ୍ୟରୁ ଲଳିତା ଜଣେ ଥିଲେ
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ଏକ ରାଗିଣୀ
উদাহরণ :
କେତେକ ବିଦ୍ୱାନ ଲଳିତାକୁ ମେଘରାଗ ଏବଂ କେତେକ ବସନ୍ତ ରାଗର ସହଚରୀ ବୋଲି ଆଖ୍ୟା ଦିଅନ୍ତି
অন্যান্য ভাষায় অনুবাদ :
অর্থ : ଏକ ବର୍ଣ୍ଣବୃତ୍ତ
উদাহরণ :
ଲଳିତାର ପ୍ରତ୍ୟେକ ଚରଣରେ କ୍ରମାନ୍ୱୟରେ ତଗଣ,ଜଗଣ ଓ ରଗଣ ଥାଏ
অন্যান্য ভাষায় অনুবাদ :