অর্থ : ସିଧାରେ ଦଣ୍ଡାୟମାନ ଯେଉଁ ରେଖା କୌଣସି ପାର୍ଶ୍ୱ ରେଖା ଉପରେ ଥାଏ ଓ ଏହାର ପାର୍ଶ୍ୱର ଦୁଇ କୋଣ ସମକୋଣ
উদাহরণ :
ତିନି ସେଣ୍ଟିମିଟରର ଆଧାର ଉପରେ ପାଞ୍ଚ ସେଣ୍ଟିମିଟରର ଲମ୍ବ ଟାଣ
অন্যান্য ভাষায় অনুবাদ :
A straight line at right angles to another line.
perpendicularঅর্থ : ଗୋଟିଏ ଅଂଶରୁ ଅନ୍ୟ ଅଂଶ ପର୍ଯ୍ୟନ୍ତ ସମାନ୍ତର ବିସ୍ତାର ବା କୌଣସି ଏକ ସ୍ଥାନରୁ ସବୁଠାରୁ ଲମ୍ବା ଅନୁଭୂମିକ ବିସ୍ତାର
উদাহরণ :
ଏହି ସ୍ଥାନର ଦ୍ରୈର୍ଘ୍ୟ ପ୍ରସ୍ଥାଠାରୁ ଦୁଇଗୁଣ
অন্যান্য ভাষায় অনুবাদ :
অর্থ : ନବେ ଡିଗ୍ରୀର କୋଣ ସୃଷ୍ଟି କରିବା
উদাহরণ :
ଶିକ୍ଷକ ଲମ୍ବ ରେଖା ଟାଣିବାକୁ କହିଲେ
অন্যান্য ভাষায় অনুবাদ :