অর্থ : ହରିଣର ଚାରିଗୋଡ଼ରେ ଡେଇଁଡେଇଁ ଦୌଡ଼ିବା
উদাহরণ :
ଜଙ୍ଗଲରେ ହରିଣମାନେ ଡିଆଁଡେଇଁ କରୁଥିଲେ
সমার্থক : କୁଦାମାରିବା, ଡିଆଁଡେଇଁ କରିବା
অন্যান্য ভাষায় অনুবাদ :
हिरन का दौड़ना जिसमें वह चारों पैर फेंकता है।
जंगल में हिरन चौकड़ी भर रहे थे।অর্থ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
উদাহরণ :
ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
সমার্থক : କୁଦା ମାରିବା, କୁଦିବା, ଡେଇଁବା