অর্থ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
উদাহরণ :
ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
অন্যান্য ভাষায় অনুবাদ :
অর্থ : ବୋଝ ବା ଭାର ଉପରକୁ ନେବା
উদাহরণ :
ଟ୍ରକ ଉପରକୁ ମାଲ ଉଠାଇବାପାଇଁ ମୂଲିଆ ପିଠି ଉପରେ ବସ୍ତା ଲଦିଲା
অন্যান্য ভাষায় অনুবাদ :
অর্থ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
উদাহরণ :
ସେ ତାର ଦୋଷ ମୋ ଉପରେ ଲଦିଦେଲା
অন্যান্য ভাষায় অনুবাদ :
অর্থ : କୌଣସି କାର୍ଯ୍ୟ ଆଦି କରିବାପାଇଁ କାହାରିକୁ ଦାୟିତ୍ୱ ଦେବା
উদাহরণ :
ମାଲିକ ସବୁକାମ ମୋ ଉପରେ ଲଦି ଦେଲେ
অন্যান্য ভাষায় অনুবাদ :