অর্থ : ନଗ୍ନ ହେବା ଅବସ୍ଥା ବା ଭାବ
উদাহরণ :
ଆଜିକାଲିର ସିନେମା ନଗ୍ନତାରେ ପୂର୍ଣ୍ଣ
সমার্থক : ଖୋଲା, ନଗ୍ନତା, ନଙ୍ଗଳା, ବସ୍ତ୍ରହୀନତା
অন্যান্য ভাষায় অনুবাদ :
नग्न होने की अवस्था या भाव।
आज की फिल्में नग्नता से भरी होती हैं।অর্থ : ଯେ ଲୁଗା ପିନ୍ଧିନାହିଁ ବା ଖୋଲା ରହିବା ବାଲା
উদাহরণ :
ଗୋଟିଏ ଲଙ୍ଗଳା ପିଲା ମାଟିରେ ଖେଳୁଛି ଆଜିବି କୌଣସି କୌଣସି ଗୋଷ୍ଠୀର ଲୋକ ଲଙ୍ଗଳା ରହୁଛନ୍ତି
সমার্থক : ନଗ୍ନ, ବସ୍ତ୍ରହୀନ, ବିବସନ, ବିବସ୍ତ୍ର
অন্যান্য ভাষায় অনুবাদ :
Completely unclothed.
Bare bodies.