অর্থ : ଯେଉଁ ଭୋଜନ ଭକ୍ତ, ଅତିଥି, ଧନୀ-ଦରିଦ୍ରଆଦି ସମସ୍ତଙ୍କୁ ଗୋଟିଏ ପଙ୍ଗତରେ ବସାଇ ବିତରଣ କରାଯାଏ
উদাহরণ :
ଆମେ ଲଙ୍ଗର ଖାଇବାପାଇଁ ଗୁରୁଦ୍ୱାର ଯାଉଛୁ
অন্যান্য ভাষায় অনুবাদ :
वह भोजन जो भक्तों, आगन्तुकों,अमीरों-गरीबों आदि को एक पंगत में बैठाकर वितरित किया जाता हो।
हम लोग लंगर लेने गुरुद्वारे जा रहे हैं।অর্থ : ଗୁରୁଦ୍ୱାର ସହିତ ସମ୍ବନ୍ଧିତ ସେହି ସ୍ଥାନ ଯେଉଁଠାରେ ଲୋକମାନଙ୍କୁ ଖାଇବା ନିମନ୍ତେ ଖାଦ୍ୟ ପଦାର୍ଥ ବଣ୍ଟାଯାଏ
উদাহরণ :
ଆମେ ପ୍ରସାଦ ଆଣିବାପାଇଁ ଲଙ୍ଗରକୁ ଚାଲିଗଲୁ
অন্যান্য ভাষায় অনুবাদ :
অর্থ : ଲୁହାର ଗୋଟିଏ ବଡ଼ କଣ୍ଟା ଯାହାକୁ ନଦୀ ବା ସମୁଦ୍ରରେ ପକାଇଦେଲେ ନୌକା ବା ଜାହାଜ ଗୋଟିଏ ସ୍ଥାନରେ ଅଟକିଯାଏ
উদাহরণ :
ବିଶ୍ରାମ ନେବାପାଇଁ ନାବିକମାନେ ଗଙ୍ଗାକୂଳରେ ଲଙ୍ଗର ପକାଇଦେଲେ
অন্যান্য ভাষায় অনুবাদ :