অর্থ : କାହା ଦ୍ୱାରା ବହୁତ କାମ କରେଇବା
উদাহরণ :
ଉର୍ମିଳା ସାବତ ଝିଅକୁ ଘର କାମରେ ଦିନରାତି ଖଟଉଛି
অন্যান্য ভাষায় অনুবাদ :
অর্থ : ଉପଯୋଗ ବା କାମରେ ଲଗେଇବା
উদাহরণ :
ରାଜଗୀର ଏହି ଘର ତିଆରି କରିବାପାଇଁ ଶହେ ବସ୍ତା ସିମେଣ୍ଟ ଲଗାଇଲା
সমার্থক : ଖର୍ଚ୍ଚ କରିବା, ବ୍ୟୟ କରିବା
অন্যান্য ভাষায় অনুবাদ :
অর্থ : ଗଛପତ୍ର ଆଦିର ରୋପଣ
উদাহরণ :
ମାଳୀ କୁଣ୍ଡରେ ଗୋଲାପର ଚାରା ଲଗାଉଛି
সমার্থক : ରୋପଣକରିବା
অন্যান্য ভাষায় অনুবাদ :
অর্থ : କୌଣସି ବଡ଼ ବସ୍ତୁରେ କୌଣସି ଛୋଟ ବସ୍ତୁ ଛୁଞ୍ଚିସୁତା ଭଳି କୌଣସି ମାଧ୍ୟମ ସାହାଯ୍ୟରେ ଯୋଡ଼ିବା
উদাহরণ :
ଲତା କୁର୍ତ୍ତାରେ ବୋତାମ ସିଲାଇ କରୁଛି
সমার্থক : ସିଲାଇକରିବା
অন্যান্য ভাষায় অনুবাদ :
किसी बड़ी वस्तु में कोई छोटी वस्तु किसी माध्यम से जैसे सुई डोरे आदि से जोड़ना।
लता कुर्ते में बटन टाँक रही है।অর্থ : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ
উদাহরণ :
ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ
সমার্থক : ଲେପନ କରିବା
অন্যান্য ভাষায় অনুবাদ :