অর্থ : ବସାଇବାର କ୍ରିୟା
উদাহরণ :
ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
অন্যান্য ভাষায় অনুবাদ :
অর্থ : କାର୍ଯ୍ୟରେ ସଂଲଗ୍ନ କରିବା
উদাহরণ :
ଗୋଟିଏ ଏକର ବିଲ ଫସଲ କାଟିବା ନିମନ୍ତେ କୃଷକ ପାଞ୍ଚଜଣ ଲୋକଙ୍କୁ ଲଗାଇଲା
অন্যান্য ভাষায় অনুবাদ :
कार्य में संलग्न करना।
एक एकड़ खेत की फसल काटने के लिए किसान ने पाँच आदमियों को लगाया।অর্থ : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
উদাহরণ :
ବାଜି ଲଗାନ୍ତୁ ଘରକୁ ଫୋନ ଲଗାନ୍ତୁ
সমার্থক : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
অন্যান্য ভাষায় অনুবাদ :
অর্থ : ମେହେନ୍ଦୀ,ହଳଦି,ପାନ ଆଦି ଭଳି ରଙ୍ଗହେବା
উদাহরণ :
ସେ ହାତରେ ମେହେନ୍ଦୀ ଲଗାଇଛି
সমার্থক : ଚିତ୍ରିତ କରିବା, ରଞ୍ଜେଇବା
অন্যান্য ভাষায় অনুবাদ :
অর্থ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
উদাহরণ :
ସେ ତାର ଦୋଷ ମୋ ଉପରେ ଲଦିଦେଲା
অন্যান্য ভাষায় অনুবাদ :
অর্থ : ନିବେଶ କରିବା
উদাহরণ :
ସେ ତାର ଅନେକ ଟଙ୍କା ଶେୟାରରେ ଲଗାଇଛି
সমার্থক : ଖଟାଇବା, ନିବେଶ କରିବା
অন্যান্য ভাষায় অনুবাদ :
অর্থ : ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
উদাহরণ :
ବଢ଼େଇ ଟେବୁଲ୍ର ଭାଙ୍ଗିଯାଇଥିବା ଗୋଡ଼କୁ ଜୋଡ଼ୁଛି
অন্যান্য ভাষায় অনুবাদ :
অর্থ : କୌଣସି ନିୟତ ଜାଗରେ ପହଞ୍ଚିବା
উদাহরণ :
ଡ୍ରାଇଭର ଗାଡ଼ିକୁ ବସ ଷ୍ଟାଣ୍ଡ୍ରେ ଲଗାଇଲା
অন্যান্য ভাষায় অনুবাদ :
অর্থ : କାହାକୁ ଆଘାତ ବା ବ୍ୟଥା ଦେବା
উদাহরণ :
ସେ ମୋତେ କଲମ ମୁନରେ ଆଘାତ କଲା
সমার্থক : ଆଘାତ କରିବା, ଖେଞ୍ଚିବା, ଫୋଡ଼ିବା
অন্যান্য ভাষায় অনুবাদ :