অর্থ : ବସୁଦେବଙ୍କର ଜଣେ ସ୍ତ୍ରୀ
উদাহরণ :
ରୋହିଣୀ ବଳରାମଙ୍କ ମାଆ ଥିଲେ
সমার্থক : ରୋହିଣୀନକ୍ଷତ୍ର
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ସତେଇଶ ନକ୍ଷତ୍ରମାନଙ୍କ ମଧ୍ୟରୁ ଗୋଟିଏ
উদাহরণ :
ଚନ୍ଦ୍ରମାଙ୍କ ମାର୍ଗରେ ପଡ଼ୁଥିବା ନକ୍ଷତ୍ରମାନଙ୍କ ମଧ୍ୟରେ ରୋହିଣୀ ହେଉଛନ୍ତି ଚତୁର୍ଥ
সমার্থক : ରୋହିଣୀ ନକ୍ଷତ୍ର
অন্যান্য ভাষায় অনুবাদ :
सत्ताइस नक्षत्रों में से एक।
रोहिणी चन्द्रमा के मार्ग में पड़नेवाला चौथा नक्षत्र है।অর্থ : ଯେଉଁ ସମୟରେ ଚନ୍ଦ୍ରମା ରୋହିଣୀ ନକ୍ଷତ୍ରରେ ଅବସ୍ଥାନ କରନ୍ତି
উদাহরণ :
ତୁମପାଇଁ ରୋହିଣୀ ନକ୍ଷତ୍ରରେ ଘର ଛାଡ଼ିବା ଭଲ ନୁହେଁ
সমার্থক : ରୋହିଣୀ ନକ୍ଷତ୍ର
অন্যান্য ভাষায় অনুবাদ :
वह समय जब चंद्रमा रोहिणी नक्षत्र में होता है।
तुम्हारे लिए रोहिणी नक्षत्र में घर छोड़ना अच्छा नहीं है।