অর্থ : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ
উদাহরণ :
ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ
সমার্থক : ଖାଦ୍ୟ, ପାକ୍, ବ୍ୟଞ୍ଜନ
অন্যান্য ভাষায় অনুবাদ :
तेल या घी में पकाया हुआ खाद्य।
त्योहारों में मालपुआ, पूरी आदि तरह-तरह के पकवान बनते हैं।অর্থ : ରାନ୍ଧିବା ବା ତିଆରି କରିବା ପ୍ରକ୍ରିୟା
উদাহরণ :
ମାଙ୍କୁ ରୋଷେଇରୁ କେବେ ହେଲେ ଫୁରସତ ମିଳେନାହିଁ
সমার্থক : ପାକକର୍ମ, ରନ୍ଧାରନ୍ଧି, ରାନ୍ଧଣା
অন্যান্য ভাষায় অনুবাদ :
The act of preparing something (as food) by the application of heat.
Cooking can be a great art.