অর্থ : କାନ୍ଦିକରି ଦୁଖ ପ୍ରକଟ କରିବାର କ୍ରିୟା ବା ଭାବ
উদাহরণ :
ରାମଙ୍କ ବନ ଗମନର ଖବର ଶୁଣି ଅଯୋଧ୍ୟାବାସୀ ବିଳାପ କରିବାକୁ ଲାଗିଲେ
সমার্থক : କନ୍ଦା-କଟା, କାନ୍ଦ, କ୍ରନ୍ଦନ, ବିଳାପ
অন্যান্য ভাষায় অনুবাদ :
A cry of sorrow and grief.
Their pitiful laments could be heard throughout the ward.