অর্থ : ରୋକିବାର ପ୍ରକ୍ରିୟା
উদাহরণ :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
সমার্থক : ଅଟକାଇବା, ଗତିରୋଧ କରିବା, ବନ୍ଦକରିବା
অন্যান্য ভাষায় অনুবাদ :
অর্থ : ଭତ୍ତା ଆଦି ନ ଦେବା
উদাহরণ :
ସରକାର ଯାତ୍ରା ଭତ୍ତା ବନ୍ଦକରିଦେଇଛନ୍ତି
সমার্থক : ବନ୍ଦକରିଦେବା, ରୋକିଦେବା
অন্যান্য ভাষায় অনুবাদ :
অর্থ : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
উদাহরণ :
ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
সমার্থক : ଅଟକାଇବା
অন্যান্য ভাষায় অনুবাদ :
অর্থ : କଟକଣା ଲଗେଇବା
উদাহরণ :
ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ
সমার্থক : ଅବରୋଧକରିବା, ବାରଣକରିବା, ମନାକରିବା
অন্যান্য ভাষায় অনুবাদ :
অর্থ : ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା
উদাহরণ :
ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବନ୍ଦ କଲେ
সমার্থক : ବନ୍ଦ କରିବା
অন্যান্য ভাষায় অনুবাদ :
অর্থ : ରୋକିବା ବା ବାଧାଦେବା
উদাহরণ :
ଡକାୟତମାନେ ମାର୍ଗ ଅବରୋଧ କଲେ
সমার্থক : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋଧକରିବା
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
উদাহরণ :
ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
অন্যান্য ভাষায় অনুবাদ :