অর্থ : କୌଣସି ବସ୍ତୁର ସାଧାରଣ ଅବସ୍ଥା ଅଥବା କୌଣସି ନିଶ୍ଚିତ ରୂପ ବ୍ୟତୀତ ଅନ୍ୟଏକ ରୂପକୁ ପରିବର୍ତ୍ତିତ ହେବା ରୂପ
উদাহরণ :
ଅଟା ଗହମର ରୂପାନ୍ତର
অন্যান্য ভাষায় অনুবাদ :
অর্থ : ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ଆଣିବା କିମ୍ବା ଅଣାଯାଉଥିବା କାର୍ଯ୍ୟ
উদাহরণ :
ଘରର ରୂପାନ୍ତରଣ କରାଯାଉଛି
অন্যান্য ভাষায় অনুবাদ :
The act of changing in form or shape or appearance.
A photograph is a translation of a scene onto a two-dimensional surface.